Mo Odia Kabita

Directions Contact the business

Mo Odia Kabita ପେଷା ରେ ଶିକ୍ଷକ, ନିଶାରେ ଲେଖକ
ପରିଚୟ ଅପେକ୍ଷାରେ
ତୁମ୍ଭାଶିଷ ଟିକେ ମିଳିଲେ ଗୋସାଇଁ
ଲେଖିବି ଲେଖନୀ ଧାରେ
ବୋଲାଇବି କବି ମୁହିଁ
ତୁମେ ନ ଚାହିଁଲେ ଲେଖନୀ ରୁ ମୋର
ଶବ୍ଦ ଟିଏ ଝରେ ନାହିଁ

23/10/2026
ଓଡ଼ିଆ ସରକାର ଙ୍କୁ ଅନୁରୋଧ ଆପଣ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ଯଥେଷ୍ଟ ସାହାଯ୍ୟ କରୁଛନ୍ତି, କରିବା ଉଚିତ୍ ମଧ୍ୟ , ହେଲେ ଓଡ଼ିଆଙ୍କୁ ଅଣଦେଖା କର...
07/09/2026

ଓଡ଼ିଆ ସରକାର ଙ୍କୁ ଅନୁରୋଧ ଆପଣ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ଯଥେଷ୍ଟ ସାହାଯ୍ୟ କରୁଛନ୍ତି, କରିବା ଉଚିତ୍ ମଧ୍ୟ , ହେଲେ ଓଡ଼ିଆଙ୍କୁ ଅଣଦେଖା କରି ନୁହେଁ। ତେଣୁ ଯେଉଁଠାରେ ଆପଣ ବଙ୍ଗଳା ଭାଷାରେ କୌଣସି poster ଲଗାଉଛନ୍ତି ସେଠି ଓଡ଼ିଆ ଭାଷାର ବି ଲଗାନ୍ତୁ। ଅନ୍ୟଥା ବିଦ୍ୟାଳୟ ସ୍ତରରେ ବଙ୍ଗଳା ଭାଷା ପାଇଁ ବାଧ୍ୟତାମୂଳକ ପାଠ୍ୟକ୍ରମ ଯୋଗ କରନ୍ତୁ। ସାଧାରଣ ଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜନ ହିତରେ ଜାରି

Happy Teacher's Day
05/09/2026

Happy Teacher's Day

29/08/2026

Teamwork in action! These kids are having a blast practicing coordination and agility drills. Drop a comment if your school used to play games like this!

Address

Bhubaneswar
751007

Website

Alerts

Be the first to know and let us send you an email when Mo Odia Kabita posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mo Odia Kabita:

Shortcuts

Share